Sunday, 7 May 2017

The 106-year-old chef Mastannamma (୧୦୬ ବର୍ଷର ୟୁ ଟ୍ୟୁବ ସେଫ )

The 106-year-old chef Mastannamma (୧୦୬ ବର୍ଷର ୟୁ ଟ୍ୟୁବ ସେଫ ) ମସ୍ତନ୍ନମ୍ମା ଘର ଆନ୍ଧ୍ରପ୍ରଦେଶ । ଆଉ ସେ ହେଉଛନ୍ତି  ଲୋକପ୍ରିୟ ସୋସିଆଲ ନେଟୱର୍କିଂ ସା... thumbnail 1 summary
The 106-year-old chef Mastannamma (୧୦୬ ବର୍ଷର ୟୁ ଟ୍ୟୁବ ସେଫ )
ମସ୍ତନ୍ନମ୍ମା ଘର ଆନ୍ଧ୍ରପ୍ରଦେଶ । ଆଉ ସେ ହେଉଛନ୍ତି  ଲୋକପ୍ରିୟ ସୋସିଆଲ ନେଟୱର୍କିଂ ସାଇଟ ୟୁଟୁବ ର ସବୁଠାରୁ ବୟସ୍କ ୟୁଟୁବର । ୧୦୭ ବର୍ଷରେ ମଧ୍ୟ ସେ ଯୁଟୁବ ରେ ରୋଷେଇ ଟ୍ୟୁଟୋରିଅଲ ଦେଇ ସେ ଏବେ ଲୋକପ୍ରିୟ ହୋଇପାରିଛନ୍ତି । ଏବେ ମସ୍ତନମ୍ମାଙ୍କର ଯୁଟୁବରେ ତାଙ୍କ ଚ୍ୟାନେଲ "କଣ୍ଟ୍ରି ଫୁଡସ" ର ସବସ୍କ୍ରାଇବର ସଂଖ୍ୟା ୨,୪୬,୬୭୭ ରୁ ଅଧିକ । 

No comments

Post a Comment